ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଘମାଘୋଟ, ଓଡ଼ିଶାର ୪୫ ଟି ହଲରେ ମୁକ୍ତିଲାଭ କରିଛି 

ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଘମାଘୋଟ । କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନରରେ ତିଆରି ହୋଇଛି ଫିଲ୍ମ । ଏହା ଏକ ଆକ୍ସନ ଫିଲ୍ମ । ଓଡ଼ିଶାର ୪୫ ଟି ହଲରେ ମୁକ୍ତିଲାଭ କରିଛି  l ଆଜି ଭୁବନେଶ୍ୱର ମହାରାଜା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଥିଲା  l ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ସହ ଅଭିନେତା, ଅଭିନେତ୍ରୀଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ସିନେପ୍ରେମୀ ଉପସ୍ଥିତ ରହି ପୁରା ଫିଲ୍ମଟିକୁ ଉପଭୋଗ କରିଥିଲେ  l […] The post ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଘମାଘୋଟ, ଓଡ଼ିଶାର ୪୫ ଟି ହଲରେ ମୁକ୍ତିଲାଭ କରିଛି  appeared first on KNews Odisha.

ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଘମାଘୋଟ, ଓଡ଼ିଶାର ୪୫ ଟି ହଲରେ ମୁକ୍ତିଲାଭ କରିଛି 
ghamaghot

ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଘମାଘୋଟ । କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନରରେ ତିଆରି ହୋଇଛି ଫିଲ୍ମ । ଏହା ଏକ ଆକ୍ସନ ଫିଲ୍ମ । ଓଡ଼ିଶାର ୪୫ ଟି ହଲରେ ମୁକ୍ତିଲାଭ କରିଛି  l ଆଜି ଭୁବନେଶ୍ୱର ମହାରାଜା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଥିଲା  l ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ସହ ଅଭିନେତା, ଅଭିନେତ୍ରୀଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ସିନେପ୍ରେମୀ ଉପସ୍ଥିତ ରହି ପୁରା ଫିଲ୍ମଟିକୁ ଉପଭୋଗ କରିଥିଲେ  l

ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ ଦେଇଛି  l ତେଣୁ ଏହି ଧାରାରେ ନିର୍ମିତ ହୋଇଛି ଘମାଘୋଟ ।  ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ ।

The post ରିଲିଜ ହୋଇଛି ଓଡ଼ିଆ ଫିଲ୍ମ ଘମାଘୋଟ, ଓଡ଼ିଶାର ୪୫ ଟି ହଲରେ ମୁକ୍ତିଲାଭ କରିଛି  appeared first on KNews Odisha.