ରିୟୁଟୋ ଶିମିଜୁ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ
ଭୁବନେଶ୍ୱର,୮।୪:ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍)ର ନିର୍ଦ୍ଦେଶକ (ବିକ୍ରୟ ଓ ବିପଣନ/ମାର୍କେଟିଂ ଆଣ୍ଡ ସେଲ୍ସ) ଭାବେ ରିୟୁଟୋ ଶିମିଜୁ ନିକଟରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ୟୁଇଚି ମୁରାଟାଙ୍କ ସ୍ଥାନରେ ରିୟୁଟୋ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରିକି ମୁରାଟା ହୋଣ୍ଡା ମେକ୍ସିକୋର ସଭାପତି ଭାବେ ବଦଳି ହୋଇଯାଇଛନ୍ତି। ଅପରପକ୍ଷରେ ରିୟୁଟୋ ହୋଣ୍ଡା ସହ ୨୫ ବର୍ଷ ହେବ ଜଡିତ ହୋଇ ରହିଥିଲାବେଳେ ସେ ଜାପାନ, ସ୍ପେନ, ଚାଇନା ଏବଂ ଥାଇଲାଣ୍ଡ ଭଳି ପ୍ରମୁଖ […] The post ରିୟୁଟୋ ଶିମିଜୁ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ appeared first on Dharitri Odia News.
ଭୁବନେଶ୍ୱର,୮।୪:ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍)ର ନିର୍ଦ୍ଦେଶକ (ବିକ୍ରୟ ଓ ବିପଣନ/ମାର୍କେଟିଂ ଆଣ୍ଡ ସେଲ୍ସ) ଭାବେ ରିୟୁଟୋ ଶିମିଜୁ ନିକଟରେ ଯୋଗ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ୟୁଇଚି ମୁରାଟାଙ୍କ ସ୍ଥାନରେ ରିୟୁଟୋ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏପରିକି ମୁରାଟା ହୋଣ୍ଡା ମେକ୍ସିକୋର ସଭାପତି ଭାବେ ବଦଳି ହୋଇଯାଇଛନ୍ତି। ଅପରପକ୍ଷରେ ରିୟୁଟୋ ହୋଣ୍ଡା ସହ ୨୫ ବର୍ଷ ହେବ ଜଡିତ ହୋଇ ରହିଥିଲାବେଳେ ସେ ଜାପାନ, ସ୍ପେନ, ଚାଇନା ଏବଂ ଥାଇଲାଣ୍ଡ ଭଳି ପ୍ରମୁଖ ବଜାରରେ କାର୍ଯ୍ୟ କରିଛନ୍ତି। ସେହିପରି ୨୦୨୧ରୁ ୨୩ ପର୍ଯ୍ୟନ୍ତ କମ୍ପାନୀ (ଏଚ୍ସିଆଇଏଲ୍)ର ହୋଣ୍ଡା ଅଟୋମୋବାଇଲ ୟୁନିଟ (ଥାଇଲାଣ୍ଡ)ରେ ମଧ୍ୟ କାର୍ଯ୍ୟ କରିଛନ୍ତି।
The post ରିୟୁଟୋ ଶିମିଜୁ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ appeared first on Dharitri Odia News.