ରୁଷିଆ-ୟୁକ୍ରେନ କଡା ଟକ୍କର, ମୁହାଁମୁହିଁ ହେଲେ ଦୁଇ ରାଷ୍ଟ୍ର
ରୁଷିଆ ଉପରେ ବୃହତର ଆକ୍ରମଣ କଲା ୟୁକ୍ରେନ । ଏକାସଙ୍ଗେ ଜଳିଲା ରୁଷିଆର ଏକାଧ୍ଖଳ ସ୍ଥାନ । ରାତାରାତି ମିସାଇଲ ମାଡରେ ଏକାଧ୍କ ସ୍ତାନରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ଏହାପରେ ରୁଷିଆ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ କଡା ଜବାବ ଦେଇଛନ୍ତି । କୁହାଯାଉଥିଲା କି ଖୁବ ଶୀଘ୍ର ଏହାର ପରିଣାମ ଭୋଗିବ ୟୁକ୍ରେନ କାରଣ ରୁଷିଆ କେବେ ବି ଏହି ଆକ୍ରମଣ ପରେ ଚୁପ ହୋଇ ବସିବ ନାହିଁ ବୋଲି ସମସ୍ତେ ଜାଣିଥିଲେ […]

ରୁଷିଆ ଉପରେ ବୃହତର ଆକ୍ରମଣ କଲା ୟୁକ୍ରେନ । ଏକାସଙ୍ଗେ ଜଳିଲା ରୁଷିଆର ଏକାଧ୍ଖଳ ସ୍ଥାନ । ରାତାରାତି ମିସାଇଲ ମାଡରେ ଏକାଧ୍କ ସ୍ତାନରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି । ଏହାପରେ ରୁଷିଆ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ କଡା ଜବାବ ଦେଇଛନ୍ତି । କୁହାଯାଉଥିଲା କି ଖୁବ ଶୀଘ୍ର ଏହାର ପରିଣାମ ଭୋଗିବ ୟୁକ୍ରେନ କାରଣ ରୁଷିଆ କେବେ ବି ଏହି ଆକ୍ରମଣ ପରେ ଚୁପ ହୋଇ ବସିବ ନାହିଁ ବୋଲି ସମସ୍ତେ ଜାଣିଥିଲେ । ତେବେ ରାତାରାତି ରୁଷିଆ ପଲଟା ଜବବା ଦେବ ବୋଲି କୁହାଯାଇଥିଲା । ଠିକ ସେହିପରି ହୋଇଛି । ରୁଷିଆର ପଲଟା ଆକ୍ରମଣର ଥରି ଉଛିଠ ୟୁକ୍ରେନି । ଅନ୍ୟପଟେ ୟୁକ୍ରେନ ରାସଅଟରପତି ଜେଲେନସ୍କି ମଧ୍ୟ ପୁଣି କିଛି ଯୋଜନା କରୁଥିବା ଜଣାପଡିଛିା ତେବେ ଯଦି ଦେଖିବା ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଏହି ଯୁଦ୍ଦକୁ ପାଖପାଖି ୩ ବର୍ଷ ପୁରିବ । ଏଥିରେ ରୁଷିଆର ସବୁଠାରୁ ଅଧିକ ସୈନିକ ମୃତୁ୍ୟବରଣ କରିଥିବା କୁହାଯାଉଛି । ଲକ୍ଷାଧିକ ସୈ÷ନିକ ଆହତ ହୋଇ ଚିକିଚ୍ତିତ ହେଉଥିବାର ଦେଖିବାକୁ ମିଳିଛି ।ଅନ୍ୟପଟେ ୟୁକ୍ରନ ସୈନ୍ୟଙ୍କର ମଧ୍ୟ ସମାନ ପରିସ୍ଥିତ ିଦେଖିବାକୁ ମିଳିଛି । ତେବେ ଆମେରିକା ଏଥିରେ ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ ଉତର କୋରିଆ ରୁଷିଆକୁ ସମର୍ଥନ କରୁଛିା ସୁଚନାଯୋଗ୍ୟ ଯେ ଏହି ଯୁଦ୍ଧରେ ଉତର କୋରିଆର ୧୧ ହଜାରରୁ ଅଧିକ ସୈନ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଯଦିଦେଖିବା .ୁକ୍ରନ ଦେଇଥିବା ସୁଚନା ଅନୁଯାୟୀ ୨୦୨୪ ଡିସେମ୍ବର ୩୦ ସୁଦ୍ଧା ୪ ଲ କ୍ଷ ୨୭ ହଜାର ରୁଷୀୟ ସୈନ୍ୟଙ୍କଜୀବନ ଯାଇଛି । ଏହାଛଡା ୪୩ ହଜାର ୟୁକ୍ରେନ ସାନିକଙ୍କ ଜୀବନ ଏହି ଯୁଦ୍ଦରେ ଯାଇଥିବା ଜଣାପଡିଛି । କେବେଳ ସେତିକି ନୁହେଁ ୩ ଲ କ୍ଷରୁ ଅଧିକ ସୈନ୍ୟ ଆହତ ହୋଇଥିାବ କବର ସାମ୍ନାକୁ ଆସିିଛିା ଏହାଛଡା ଦେଶ ଛାଡି ଅନେକ ଲୋକ ପଳାଇଥିବା ଜଣାପଡିଛିା ତେବେ ଯୁଦ୍ଦରେ ବିରାମ ଲାଗିଲେ ପୁଣି ଲେକମାନେ ନିଜ ଘରକୁ ଫେରିବେ ବୋଲି କୁହାଯାଉଛି । ତେବେ ଏହି ଯୁଦ୍ଦ୍େର ଯଦି ଦେଖିବା ୟୁକ୍ରେନର ସବାଧ୍କ ଅଁଚଳ କ୍ଷତି ହୋଇଛି ।