ରେଲୱେ ଟ୍ରାକ୍‌ରେ ପଡିଛି BSF ଯବାନଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

କୋରାପୁଟ ୧୧।୬: ରେଲୱେ ଟ୍ରାକରୁ ବିଏସ‌ଏଫ ଯବାନଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକ୍‌ରେ ମିଳିଛି ମୃତଦେହ । ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ସୂଚନାଯୋଗ୍ୟ ଯେ, କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରୁ ମିଳିଲା  ବିଏସ‌ଏଫ ଯବାନଙ୍କ ମୃତଦେହ । ମୃତ ଯବାନ ଦେବରାଜ ପ୍ରଧାନ ବୋଲି ଜଣାପଡିଛି । କୋରାପୁଟ ବିଏସଏଫ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ ଦେବରାଜ ପ୍ରଧାନ । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୋରାପୁଟ ବିଏସଏଫ ଅଧିକାରୀ ସହ ରେଲୱେ ପୋଲିସ ଉପସ୍ଥିତ ଅଛନ୍ତି ।You Can Read :ବାବା ବିଶ୍ୱେଶ୍ବରଙ୍କ ବିବାହ ସମ୍ପନ୍ନ, ବରଯାତ୍ରୀରେ ସାମିଲ ହେଲେ ହଜାର ହଜାର ଭକ୍ତ

ରେଲୱେ ଟ୍ରାକ୍‌ରେ ପଡିଛି BSF ଯବାନଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

କୋରାପୁଟ ୧୧।୬: ରେଲୱେ ଟ୍ରାକରୁ ବିଏସ‌ଏଫ ଯବାନଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକ୍‌ରେ ମିଳିଛି ମୃତଦେହ । ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, କୋରାପୁଟ ଲାଣ୍ଡିଗୁଡା ନୂଆ କଲୋନୀ ରେଲୱେ ଟ୍ରାକରୁ ମିଳିଲା  ବିଏସ‌ଏଫ ଯବାନଙ୍କ ମୃତଦେହ । ମୃତ ଯବାନ ଦେବରାଜ ପ୍ରଧାନ ବୋଲି ଜଣାପଡିଛି । କୋରାପୁଟ ବିଏସଏଫ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ ଦେବରାଜ ପ୍ରଧାନ । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କୋରାପୁଟ ବିଏସଏଫ ଅଧିକାରୀ ସହ ରେଲୱେ ପୋଲିସ ଉପସ୍ଥିତ ଅଛନ୍ତି ।

You Can Read :

ବାବା ବିଶ୍ୱେଶ୍ବରଙ୍କ ବିବାହ ସମ୍ପନ୍ନ, ବରଯାତ୍ରୀରେ ସାମିଲ ହେଲେ ହଜାର ହଜାର ଭକ୍ତ