ରେଳଲାଇନ୍‌ରୁ ମିଳିଲା ଏବିଡିଓଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକର ଏବିଡିଓ ବିଧୂଭୂଷଣ ଜେନାଙ୍କ କ୍ଷତବିକ୍ଷତ ମୃତ ହରିଚନ୍ଦନପୁର ନିକଟ ରେଳ ଲାଇନରୁ ରେଳବାଇ ପୋଲିସ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ସଠିକ୍‌ କାରଣ ଜଣାପଡ଼ିବ ବୋଲି ରେଳବାଇ ପୋଲିସ ଅଧିକାରୀ ସୁଶାନ୍ତ କୁମାର […] The post ରେଳଲାଇନ୍‌ରୁ ମିଳିଲା ଏବିଡିଓଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ appeared first on Dharitri Odia News.

ରେଳଲାଇନ୍‌ରୁ ମିଳିଲା ଏବିଡିଓଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକର ଏବିଡିଓ ବିଧୂଭୂଷଣ ଜେନାଙ୍କ କ୍ଷତବିକ୍ଷତ ମୃତ ହରିଚନ୍ଦନପୁର ନିକଟ ରେଳ ଲାଇନରୁ ରେଳବାଇ ପୋଲିସ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ସଠିକ୍‌ କାରଣ ଜଣାପଡ଼ିବ ବୋଲି ରେଳବାଇ ପୋଲିସ ଅଧିକାରୀ ସୁଶାନ୍ତ କୁମାର ସେଠୀ କହିଛନ୍ତି।

The post ରେଳଲାଇନ୍‌ରୁ ମିଳିଲା ଏବିଡିଓଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ appeared first on Dharitri Odia News.