ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା; ନିଲମ୍ବନ କଲା NADA
ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ ସୋନିପତରେ ଆୟୋଜିତ ନ୍ୟାଶନାଲ ଟ୍ରାଏଲ୍ସ ସମୟରେ ଡୋପ୍ ଲାଗି ନମୂନା ଦେଇ ନ ଥିଲେ। ଏହାକୁ ନେଇ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିପୋର୍ଟ ମୁତାବକ, ପୁନିଆ ସୋନିପତରେ ଆୟୋଜିତ ଟ୍ରାଏଲ୍ସ ସମୟରେ ନିଜର ୟୁରିନ୍(ମୁତ୍ର)ର ନମୂନା ଦେବାକୁ ମନା କରିଦେଇଥିଲେ। ଏବେ ତାଙ୍କ ଉପରୁ ନିଲମ୍ବନ […] The post ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା; ନିଲମ୍ବନ କଲା NADA appeared first on Dharitri Odia News.
ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ ସୋନିପତରେ ଆୟୋଜିତ ନ୍ୟାଶନାଲ ଟ୍ରାଏଲ୍ସ ସମୟରେ ଡୋପ୍ ଲାଗି ନମୂନା ଦେଇ ନ ଥିଲେ। ଏହାକୁ ନେଇ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ରିପୋର୍ଟ ମୁତାବକ, ପୁନିଆ ସୋନିପତରେ ଆୟୋଜିତ ଟ୍ରାଏଲ୍ସ ସମୟରେ ନିଜର ୟୁରିନ୍(ମୁତ୍ର)ର ନମୂନା ଦେବାକୁ ମନା କରିଦେଇଥିଲେ। ଏବେ ତାଙ୍କ ଉପରୁ ନିଲମ୍ବନ ହଟା ନ ଯିବା ପର୍ଯ୍ୟନ୍ତ ସେ କୌଣସି ଟୁର୍ନାମେଣ୍ଟ ନଚେତ ଟ୍ରାଏଲ୍ସରେ ଭାଗ ନେଇ ପାରିବେ ନାହିଁ।
The post ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା; ନିଲମ୍ବନ କଲା NADA appeared first on Dharitri Odia News.