ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ

ବେଙ୍ଗାଲୁରୁ,୧୧।୨: ଭାଇରାଲ ହେବାର ନିଶା ଏବେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଘାରିଛି। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ନାଟକର ଗଡଗ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର ମେଡିକାଲ ଛାତ୍ରଙ୍କ ରିଲ୍ସ ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ ଭିତରେ ରିଲ୍ସ କରିବାରୁ ୩୮ ମେଡିକାଲ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। The post ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ appeared first on Dharitri Odia News.

ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ

ବେଙ୍ଗାଲୁରୁ,୧୧।୨: ଭାଇରାଲ ହେବାର ନିଶା ଏବେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଘାରିଛି। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ନାଟକର ଗଡଗ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର ମେଡିକାଲ ଛାତ୍ରଙ୍କ ରିଲ୍ସ ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ ଭିତରେ ରିଲ୍ସ କରିବାରୁ ୩୮ ମେଡିକାଲ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

The post ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ appeared first on Dharitri Odia News.