ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଜବତ, ୨ ଅଭିଯୁକ୍ତ ଗିରଫ

ନୂଆପଡା:ନୂଆପଡା ଜିଲ୍ଲା ବନ ବିଭାଗକୁ ମିଳିଛି ବଡ଼ ସଫଳତା | ନୂଆପଡା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ସଦର ବ୍ଲକ ପଗାରପାଣି ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରିଛନ୍ତି।୨ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ଗିରଫ କରି ବହୁ ମୂଲ୍ୟର ଶାଗୁଆନ ଗଣ୍ଡି ସହିତ ଅଧନିର୍ମିତ କବାଟକୁ ଜବତ କରିଛନ୍ତି| କାଠ ବ୍ୟବସାୟୀ ସଦର ବ୍ଲକ ପଗାରପାଣି ଗାଁର ନୃତ ତାଣ୍ଡି ( ୬୫) ଓ କୃତ ତାଣ୍ଡି (୬୨) ବୋଲି […] The post ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଜବତ, ୨ ଅଭିଯୁକ୍ତ ଗିରଫ appeared first on Odisha.News.

ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଜବତ, ୨ ଅଭିଯୁକ୍ତ ଗିରଫ

ନୂଆପଡା:ନୂଆପଡା ଜିଲ୍ଲା ବନ ବିଭାଗକୁ ମିଳିଛି ବଡ଼ ସଫଳତା | ନୂଆପଡା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ସଦର ବ୍ଲକ ପଗାରପାଣି ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରିଛନ୍ତି।୨ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ଗିରଫ କରି ବହୁ ମୂଲ୍ୟର ଶାଗୁଆନ ଗଣ୍ଡି ସହିତ ଅଧନିର୍ମିତ କବାଟକୁ ଜବତ କରିଛନ୍ତି|
କାଠ ବ୍ୟବସାୟୀ ସଦର ବ୍ଲକ ପଗାରପାଣି ଗାଁର ନୃତ ତାଣ୍ଡି ( ୬୫) ଓ କୃତ ତାଣ୍ଡି (୬୨) ବୋଲି ନୂଆପଡା ରେଞ୍ଜର ସୁନୀଲ କୁମାର ମିଶ୍ର ସୂଚନା ପ୍ରଦାନ କରିଥିବା ବେଳେ ନୂଆପଡା ବନ ବିଭାଗର ସ୍ୱତନ୍ତ୍ର ଟିମରେ ସଦର ବନପାଳ ଖଗେଶ୍ୱର ମାଝୀ, ଟିକେଦେଇ ଶବର, ହିମାଦ୍ରୀ ସରାଫ ଏବଂ ଵନରକ୍ଷୀ ପରମାନନ୍ଦ ତାଣ୍ଡି, ଘନଶ୍ୟାମ ଶବର, ସସ୍ମିତା ବାଗ, ଧନଞ୍ଜୟ ନିଆଲ, ସଚ୍ଚିଦାନନ୍ଦ ସାହୁ, ସୁଚିସ୍ମିତା ମୁଣ୍ଡ ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ |

The post ଲକ୍ଷାଧିକ ଟଙ୍କା ମୂଲ୍ୟର କାଠ ଜବତ, ୨ ଅଭିଯୁକ୍ତ ଗିରଫ appeared first on Odisha.News.