ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା

ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮ କେଜି ରୁପା ଧରି ରାଞ୍ଚି ଯିବା ପାଇଁ ଷ୍ଟେଶନରେ ଅପେକ୍ଷା କରିଥିଲେ। ରାଉରକେଲା ଜିଆର୍‌ପି ପକ୍ଷରୁ ଯାଞ୍ଚ ସମୟରେ ଏ ସମ୍ପର୍କରେ ଜଣା ପଡିଥିଲା। The post ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା appeared first on Dharitri Odia News.

ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା

ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮ କେଜି ରୁପା ଧରି ରାଞ୍ଚି ଯିବା ପାଇଁ ଷ୍ଟେଶନରେ ଅପେକ୍ଷା କରିଥିଲେ। ରାଉରକେଲା ଜିଆର୍‌ପି ପକ୍ଷରୁ ଯାଞ୍ଚ ସମୟରେ ଏ ସମ୍ପର୍କରେ ଜଣା ପଡିଥିଲା।

The post ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା appeared first on Dharitri Odia News.