ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା

ଭୁବନେଶ୍ୱର,୪।୯(ଅନୁରାଧା ମହାରଣା):ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ଜୈସାଲମେର୍‌, ଉଦୟପୁର, ପଶ୍ଚିମ ବିଦର୍ଭାର ଲଘୁଚାପକ୍ଷେତ୍ରର କେନ୍ଦ୍ରସ୍ଥଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ରାମଗୁଣ୍ଡମ୍‌, କଳିଙ୍ଗପାଟନମ୍‌ ଏବଂ ବଙ୍ଗୋପସାଗର ଦକ୍ଷିଣପୂର୍ବ, ପୂର୍ବକେନ୍ଦ୍ରୀୟ ଅଞ୍ଚଳ ଦେଇ ଗତି କରୁଛି। ଆସନ୍ତା ୫ ତାରିଖରେ ପଶ୍ଚିମକୈନ୍ଦ୍ରୀୟ ଏବଂ ଉତ୍ତରପଶ୍ଚିମ ବଙ୍ଗେପସାଗରରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛିି। The post ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା appeared first on Dharitri Odia News.

ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା

ଭୁବନେଶ୍ୱର,୪।୯(ଅନୁରାଧା ମହାରଣା):ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ଜୈସାଲମେର୍‌, ଉଦୟପୁର, ପଶ୍ଚିମ ବିଦର୍ଭାର ଲଘୁଚାପକ୍ଷେତ୍ରର କେନ୍ଦ୍ରସ୍ଥଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସମେତ ରାମଗୁଣ୍ଡମ୍‌, କଳିଙ୍ଗପାଟନମ୍‌ ଏବଂ ବଙ୍ଗୋପସାଗର ଦକ୍ଷିଣପୂର୍ବ, ପୂର୍ବକେନ୍ଦ୍ରୀୟ ଅଞ୍ଚଳ ଦେଇ ଗତି କରୁଛି। ଆସନ୍ତା ୫ ତାରିଖରେ ପଶ୍ଚିମକୈନ୍ଦ୍ରୀୟ ଏବଂ ଉତ୍ତରପଶ୍ଚିମ ବଙ୍ଗେପସାଗରରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛିି।

The post ଲଘୁଚାପ ସମ୍ଭାବନା: ୫ ଦିନ ଛେଚିବ ବର୍ଷା appeared first on Dharitri Odia News.