ଲଣ୍ଡନରେ ସପିଂ କରୁଥିବାର ନଜର ଆସିଲେ ବିରୁଷ୍କା, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୨୮।୦୮: ବିଟାଉନ୍‌ର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟର ବିରାଟ କୋହଲି। ବର୍ତ୍ତମାନ ଦୁହେଁ ତାଙ୍କ ବ୍ୟକ୍ତିଗତ ଜୀବନକୁ ଉପଭୋଗ କରୁଛନ୍ତି। ଭାରତ ଛାଡି ସେମାନେ ଲଣ୍ଡରେ ରହୁଛନ୍ତି। ପ୍ରଶଂସକଙ୍କ ପାଇଁ ଭିଡିଓ ଏବଂ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଲଣ୍ଡନରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହକୁ ଦେଖି ଦାବି କରାଯାଉଛି କି ଏହା ଭିଡିଓ ପୁରୁଣା ଏବଂ ଏହା ନ୍ୟୁଜିଲ୍ୟାଣ୍ଡ ଟୁର ସମୟରେ ଅଟେ।ଭିଡିଓରେ ଅନୁଷ୍କା ଏବଂ ବିରାଟ କୋହଲି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ବିରାଟଙ୍କ ତାଙ୍କ ହାତରେ ସପିଂ ବ୍ୟାଗ ଅଛି। ଏହି ସମୟରେ ଅନୁଷ୍କାଙ୍କୁ ଧଳା ଟପ୍ ଏବଂ କଳା ପ୍ୟାଣ୍ଟରେ ଦେଖିବାକୁ ମିଳିଛି। ସେ ମଧ୍ୟ କାନ୍ଧରେ ଏକ ବ୍ୟାଗ ଧରିଛନ୍ତି । ଦୁହିଁଙ୍କ କୁଲ୍‌ ଅନ୍ଦାଜ ଦେଖି ତାଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି । ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ ଅନୁଷ୍କା ଏବଂ ବିରାଟ ଦୀର୍ଘ ଦିନ ଧରି ସେମାନଙ୍କ ପିଲାମାନଙ୍କ ସହିତ ଲଣ୍ଡନରେ ଅଛନ୍ତି । ନିକଟରେ ଅନୁଷ୍କା ସୂଚାଇ ଦେଇଛନ୍ତି ଯେ ସେ ଭାରତ ଫେରିବେ। ଇନଷ୍ଟାଗ୍ରାମରେ ଏକ ପ୍ରମୋସନାଲ୍ କ୍ୟାପସନ୍ ସେୟାର କରିବାବେଳେ ସେ ଲେଖିଥିଲେ - ଶୀଘ୍ର ଦେଖା ହେବ । ଅନୁଷ୍କା ବର୍ତ୍ତମାନ ଇଣ୍ଡଷ୍ଟ୍ରିରୁ ଦୂରତା ଅଛନ୍ତି । ସେ ତାଙ୍କ ବ୍ୟକ୍ତି

ଲଣ୍ଡନରେ ସପିଂ କରୁଥିବାର ନଜର ଆସିଲେ ବିରୁଷ୍କା, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୨୮।୦୮: ବିଟାଉନ୍‌ର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା । ଭାରତୀୟ କ୍ରିକେଟର ବିରାଟ କୋହଲି। ବର୍ତ୍ତମାନ ଦୁହେଁ ତାଙ୍କ ବ୍ୟକ୍ତିଗତ ଜୀବନକୁ ଉପଭୋଗ କରୁଛନ୍ତି। ଭାରତ ଛାଡି ସେମାନେ ଲଣ୍ଡରେ ରହୁଛନ୍ତି। ପ୍ରଶଂସକଙ୍କ ପାଇଁ ଭିଡିଓ ଏବଂ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏବେ ସୋସିଆଲ ମିଡିଆରେ ଲଣ୍ଡନରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହକୁ ଦେଖି ଦାବି କରାଯାଉଛି କି ଏହା ଭିଡିଓ ପୁରୁଣା ଏବଂ ଏହା ନ୍ୟୁଜିଲ୍ୟାଣ୍ଡ ଟୁର ସମୟରେ ଅଟେ।

ଭିଡିଓରେ ଅନୁଷ୍କା ଏବଂ ବିରାଟ କୋହଲି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ବିରାଟଙ୍କ ତାଙ୍କ ହାତରେ ସପିଂ ବ୍ୟାଗ ଅଛି। ଏହି ସମୟରେ ଅନୁଷ୍କାଙ୍କୁ ଧଳା ଟପ୍ ଏବଂ କଳା ପ୍ୟାଣ୍ଟରେ ଦେଖିବାକୁ ମିଳିଛି। ସେ ମଧ୍ୟ କାନ୍ଧରେ ଏକ ବ୍ୟାଗ ଧରିଛନ୍ତି । ଦୁହିଁଙ୍କ କୁଲ୍‌ ଅନ୍ଦାଜ ଦେଖି ତାଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି । ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । କହିବାକୁ ଗଲେ ଅନୁଷ୍କା ଏବଂ ବିରାଟ ଦୀର୍ଘ ଦିନ ଧରି ସେମାନଙ୍କ ପିଲାମାନଙ୍କ ସହିତ ଲଣ୍ଡନରେ ଅଛନ୍ତି । ନିକଟରେ ଅନୁଷ୍କା ସୂଚାଇ ଦେଇଛନ୍ତି ଯେ ସେ ଭାରତ ଫେରିବେ। ଇନଷ୍ଟାଗ୍ରାମରେ ଏକ ପ୍ରମୋସନାଲ୍ କ୍ୟାପସନ୍ ସେୟାର କରିବାବେଳେ ସେ ଲେଖିଥିଲେ - ଶୀଘ୍ର ଦେଖା ହେବ । 

ଅନୁଷ୍କା ବର୍ତ୍ତମାନ ଇଣ୍ଡଷ୍ଟ୍ରିରୁ ଦୂରତା ଅଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ପିଲାମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି। ପୁଅ ଜନ୍ମ ପରେ ଅନୁଷ୍କା କାମରୁ ବିରତି ନେଇଛନ୍ତି। ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ ଗତଥର ତାଙ୍କୁ ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କୁ ଚକଡା ଏକ୍ସପ୍ରେସ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି । ଏହା ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହେବ ।