ଲଣ୍ଡା କରି ନିର୍ଯାତନା ଘଟଣା...ମୁଖ୍ୟ ଅଭିଯୁକ୍ତ ଗିରଫ || ASIKA KANGAROO COURT || BADA KHABAR TV
#ଲଣ୍ଡା_କରି_ନିର୍ଯାତନା_ଘଟଣା ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଘାସ ଖୁଆଇବା ଘଟଣା...ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଲା..ପ୍ରଥମେ ୯, ଦ୍ବିତୀୟରେ ୨ ଓ ତୃତୀୟରେ ମୁଖ୍ୟ ଅଭିଯୁକ୍ତ ଗିରଫ...ଗୋ-ଚାଲାଣ ଅଭିଯୋଗରେ ୨ ଜଣଙ୍କ
#ଲଣ୍ଡା_କରି_ନିର୍ଯାତନା_ଘଟଣା
ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଘାସ ଖୁଆଇବା ଘଟଣା...ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଗିରଫ ସଂଖ୍ୟା ୧୨ରେ ପହଞ୍ଚିଲା..ପ୍ରଥମେ ୯, ଦ୍ବିତୀୟରେ ୨ ଓ ତୃତୀୟରେ ମୁଖ୍ୟ ଅଭିଯୁକ୍ତ ଗିରଫ...ଗୋ-ଚାଲାଣ ଅଭିଯୋଗରେ ୨ ଜଣଙ୍କ