ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି ଚିଲ୍ଲାଇବା ସହ ଲରେନ୍ସ  ବିଷ୍ଣୋଇଙ୍କୁ ଡାକିବି କି ବୋଲି ପଚାରିଥିଲେ। ସେଠାରେ ତାଙ୍କୁ ସୁରକ୍ଷା କର୍ମୀ କାବୁ କରିବାରେ ସଫଳ ହୋଇଥିଲେ। ଶିବାଜୀ ପାର୍କ ଥାନାରେ ପୋଲିସ ଉକ୍ତ ଯୁବକଙ୍କ ପଚରାଉଚରା କରୁଛି। ଯୁବକ […] The post ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ appeared first on Dharitri Odia News.

ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି ଚିଲ୍ଲାଇବା ସହ ଲରେନ୍ସ  ବିଷ୍ଣୋଇଙ୍କୁ ଡାକିବି କି ବୋଲି ପଚାରିଥିଲେ। ସେଠାରେ ତାଙ୍କୁ ସୁରକ୍ଷା କର୍ମୀ କାବୁ କରିବାରେ ସଫଳ ହୋଇଥିଲେ। ଶିବାଜୀ ପାର୍କ ଥାନାରେ ପୋଲିସ ଉକ୍ତ ଯୁବକଙ୍କ ପଚରାଉଚରା କରୁଛି। ଯୁବକ ଜଣକ ନିଜକୁ ସଲମାନଙ୍କ ପ୍ରଶଂସକ ଭାବେ ପରିଚୟ ଦେଇଥିବା ପୋଲିସ କହିଛି।

The post ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ appeared first on Dharitri Odia News.