ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକଦଣ୍ଡପାଟ ବଣିକ ସଂଘ ଗଠିତ।

କଳାହାଣ୍ଡି:୨୩/୦୮ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସ୍ଥିତ ବେହେରା ଗ୍ରାମର ଗ୍ରାମପଞ୍ଚାୟତ ଭବନ ପରିସରରେ ଶୁକ୍ରବାର ଦଣ୍ଡପାଟ ବଣିକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବରିଷ୍ଠ ବ୍ୟବସାୟୀ ଲଲିତ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇ ଥିବା ବେଳେ ଘନଶ୍ୟାମ ପଟେଲ ଉପ ସଭାପତି , ତ୍ରିଲୋକ ନାଥ ସିଂହ ସମ୍ପାଦକ , ଅନିଲ ପଣ୍ଡା ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ […] The post ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକଦଣ୍ଡପାଟ ବଣିକ ସଂଘ ଗଠିତ। appeared first on Odisha.News.

ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକଦଣ୍ଡପାଟ ବଣିକ ସଂଘ ଗଠିତ।

କଳାହାଣ୍ଡି:୨୩/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସ୍ଥିତ ବେହେରା ଗ୍ରାମର ଗ୍ରାମପଞ୍ଚାୟତ ଭବନ ପରିସରରେ ଶୁକ୍ରବାର ଦଣ୍ଡପାଟ ବଣିକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବରିଷ୍ଠ ବ୍ୟବସାୟୀ ଲଲିତ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇ ଥିବା ବେଳେ ଘନଶ୍ୟାମ ପଟେଲ ଉପ ସଭାପତି , ତ୍ରିଲୋକ ନାଥ ସିଂହ ସମ୍ପାଦକ , ଅନିଲ ପଣ୍ଡା ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଭାବରେ ଲିଙ୍ଗରାଜ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ସେହିପରି ଈଶ୍ୱର ଲାଲ ଅଗ୍ରୱାଲ,ମୁକେଶ ଅଗ୍ରୱାଲ, ରୋସନ୍ ଲାଲ ଅଗ୍ରୱାଲ,ଲଲାଟ ବିଶି,ରାହାସ ନାଏକ,ଖଗେଶ୍ବର ବାଗ,ରଜୁସିଂହ ଠାକୁର ପ୍ରମୁଖ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି ।ଅଞ୍ଚଳର ଶହେ ରୁ ଅଧିକ ବ୍ୟବସାୟୀ ଯୋଗଦାନ କରି ଥିଲେ ।

The post ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକଦଣ୍ଡପାଟ ବଣିକ ସଂଘ ଗଠିତ। appeared first on Odisha.News.