ଲାଇଭ୍‌ ମ୍ୟାଚ୍‌ବେଳେ ସିଗାରେଟ୍‌ ଟାଣିଲେ ଶାହରୁଖ: ଭାଇରାଲ ହେଉଛି

କୋଲକତା,୨୪।୩: ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ ୪ ରନ୍‌ରେ ଜିତିଥିଲେ। କିନ୍ତୁ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଶାହାରୁଖ ଖାନଙ୍କୁ ଭିଆଇପି ବକ୍ସରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି। ନିକଟରେ ପାକିସ୍ତାନ ସୁପର ଲିଗରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ସୁପର […] The post ଲାଇଭ୍‌ ମ୍ୟାଚ୍‌ବେଳେ ସିଗାରେଟ୍‌ ଟାଣିଲେ ଶାହରୁଖ: ଭାଇରାଲ ହେଉଛି appeared first on Dharitri Odia News.

ଲାଇଭ୍‌ ମ୍ୟାଚ୍‌ବେଳେ ସିଗାରେଟ୍‌ ଟାଣିଲେ ଶାହରୁଖ: ଭାଇରାଲ ହେଉଛି

କୋଲକତା,୨୪।୩: ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ ୪ ରନ୍‌ରେ ଜିତିଥିଲେ। କିନ୍ତୁ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଶାହାରୁଖ ଖାନଙ୍କୁ ଭିଆଇପି ବକ୍ସରେ ଧୂମପାନ କରୁଥିବା ଦେଖିବାକୁ ମିଳିଛି।
ନିକଟରେ ପାକିସ୍ତାନ ସୁପର ଲିଗରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ସୁପର ଲିଗରେ ଏକ ଲାଇଭ ମ୍ୟାଚ ସମୟରେ ଇମାଦ ୱାସିମ ଡ୍ରେସିଂ ରୁମରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ, ଯାହା ପରେ ଏକ ବଡ଼ ବିବାଦ ଦେଖାଦେଇଥିଲା। ଏବେ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଛି।

ବି.ଦ୍ର: ଧୁମପାନ ଶରୀର ପାଇ କ୍ଷତିକାରକ

The post ଲାଇଭ୍‌ ମ୍ୟାଚ୍‌ବେଳେ ସିଗାରେଟ୍‌ ଟାଣିଲେ ଶାହରୁଖ: ଭାଇରାଲ ହେଉଛି appeared first on Dharitri Odia News.