ଲାଲବାହିନୀକୁ ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ
ମାଲକାନଗିରି: ଛତିଶଗଡ଼ରେ ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ । ବିଜାପୁର-ସୁକମା ସୀମାନ୍ତରେ ଏହି ଘଟଣା... The post ଲାଲବାହିନୀକୁ ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ appeared first on .
ମାଲକାନଗିରି: ଛତିଶଗଡ଼ରେ ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ । ବିଜାପୁର-ସୁକମା ସୀମାନ୍ତରେ ଏହି ଘଟଣା ଘଟିିଛି। ସେଠାରେ ଏବେ ବି ଅପରେସନ ଜାରି ରହିଛି। ନିଜେ ଆଇଜି ପି. ସୁନ୍ଦରରାଜ ଏହି ଅପରେସନର ମନିଟରିଂ କରୁଛନ୍ତି। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ ।
The post ଲାଲବାହିନୀକୁ ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ appeared first on .