ଲିଡ୍ସରେ ଦଙ୍ଗା ସ୍ଥିତି: ପୋଡି ଦେଲେ ବସ୍
ଲଣ୍ଡନ୍,୨୦ା୭: ବ୍ରିଟେନ୍ର ଲିଡ୍ସ ସହରରେ ଚାଇଲ୍ଡ କେୟାର ଏଜେନ୍ସି ଏକ ପରିବାରର କେତେଜଣ ଶିଶୁଙ୍କୁ ନେଇଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏଜେନ୍ସିକୁ ବିରୋଧ କରିଥିଲେ। ପୋଲିସ ପହଞ୍ଚିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ମାସ୍କ ପିନ୍ଧିଥିବା କେତେଜଣ ବ୍ୟକ୍ତି ଏକ ବସ୍ରେ ନିଅଁା ଲଗାଇ ଦେଇଥିଲେ। ଏପରି କି ସେମାନେ ପୋଲିସ ଭ୍ୟାନ୍ର କାଚ ଭାଙ୍ଗିଦେଇ ତାକୁ ଓଲଟାଇ ଦେଇଥିଲେ। ପୋଲିସକୁ ଟେକାମାଡ଼ ମଧ୍ୟ କରିଥିଲେ। ଫଳରେ ସେଠାରେ ଦଙ୍ଗା ଭଳି ସ୍ଥିତି ଉପୁଜିଥିଲା। […] The post ଲିଡ୍ସରେ ଦଙ୍ଗା ସ୍ଥିତି: ପୋଡି ଦେଲେ ବସ୍ appeared first on Dharitri Odia News.
ଲଣ୍ଡନ୍,୨୦ା୭: ବ୍ରିଟେନ୍ର ଲିଡ୍ସ ସହରରେ ଚାଇଲ୍ଡ କେୟାର ଏଜେନ୍ସି ଏକ ପରିବାରର କେତେଜଣ ଶିଶୁଙ୍କୁ ନେଇଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏଜେନ୍ସିକୁ ବିରୋଧ କରିଥିଲେ। ପୋଲିସ ପହଞ୍ଚିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ମାସ୍କ ପିନ୍ଧିଥିବା କେତେଜଣ ବ୍ୟକ୍ତି ଏକ ବସ୍ରେ ନିଅଁା ଲଗାଇ ଦେଇଥିଲେ।
ଏପରି କି ସେମାନେ ପୋଲିସ ଭ୍ୟାନ୍ର କାଚ ଭାଙ୍ଗିଦେଇ ତାକୁ ଓଲଟାଇ ଦେଇଥିଲେ। ପୋଲିସକୁ ଟେକାମାଡ଼ ମଧ୍ୟ କରିଥିଲେ। ଫଳରେ ସେଠାରେ ଦଙ୍ଗା ଭଳି ସ୍ଥିତି ଉପୁଜିଥିଲା। ସମ୍ପୃକ୍ତ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି। ସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହିଛି।
The post ଲିଡ୍ସରେ ଦଙ୍ଗା ସ୍ଥିତି: ପୋଡି ଦେଲେ ବସ୍ appeared first on Dharitri Odia News.