ଲୁଣା ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

କେନ୍ଦ୍ରାପଡା ୧୭।୮: ଲୁଣା ନଦୀକୁ ଡେଇଁଲେ ଯୁବକ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଯୁବକ ଜଣଙ୍କ ନଦୀକୁ ଡେଇଁଛନ୍ତି । ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି ପୋଲିସ ।ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଲୁଣା ନଦୀକୁ ଡେଇଁଲେ ଯୁବକ । ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ନରିଲୋ ଗାଁର ଲକି ସ୍ଵାଇଁ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବକ ଜଣଙ୍କ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।You Can Read:ମଧ୍ୟାହ୍ନ ଭୋଜନରେ ଖାଇଲେ ଅଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି  

ଲୁଣା ନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ

କେନ୍ଦ୍ରାପଡା ୧୭।୮: ଲୁଣା ନଦୀକୁ ଡେଇଁଲେ ଯୁବକ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଯୁବକ ଜଣଙ୍କ ନଦୀକୁ ଡେଇଁଛନ୍ତି । ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର ଠାରେ ଲୁଣା ନଦୀକୁ ଡେଇଁଲେ ଯୁବକ । ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ନରିଲୋ ଗାଁର ଲକି ସ୍ଵାଇଁ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବକ ଜଣଙ୍କ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।

You Can Read:

ମଧ୍ୟାହ୍ନ ଭୋଜନରେ ଖାଇଲେ ଅଣ୍ଡା, ପେଟରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି