ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୫।୬: ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ଓଡ଼ିଶାବାସୀ, ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି। ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୋତେ ଯେଉଁ ସୁଯୋଗ ମିଳିଛି, ଭୁଲିବି ନାହିଁ। ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ। ’ଯେଉଁଠି ନୀତି ନାହିଁ, ନେତା […] The post ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ: ପ୍ରଦୀପ ପାଣିଗ୍ରାହୀ appeared first on Dharitri Odia News.

ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ୫।୬: ବ୍ରହ୍ମପୁର ଲୋକ ସଭା ଆସନରୁ ଜିତିବା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୁନାମୀ ଆସିଛି, ପରିବର୍ତ୍ତନ ହୋଇଛି। ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ଓଡ଼ିଶାବାସୀ, ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି।

ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୋତେ ଯେଉଁ ସୁଯୋଗ ମିଳିଛି, ଭୁଲିବି ନାହିଁ। ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ। ’ଯେଉଁଠି ନୀତି ନାହିଁ, ନେତା ଠିକ ନାହାନ୍ତି, ସେ ଦଳ ତିଷ୍ଠିବନି। ମୁଁ ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ବାସ କରେନି। ସମସ୍ତଙ୍କ ସହ ମିଳିମିଶି ରାଜ୍ୟର ସମୃଦ୍ଧି ପାଇଁ କାମ କରିବା।

The post ଲେଖା ଛିଡ଼ିଲା, କ୍ରୀତଦାସରୁ ଓଡ଼ିଶାବାସୀ ମୁକ୍ତି ପାଇଲେ: ପ୍ରଦୀପ ପାଣିଗ୍ରାହୀ appeared first on Dharitri Odia News.