ଲୋକ ସଭା ନିର୍ବାଚନ ଭୋଟଗଣନା ମଧ୍ୟରେ ‘ଏକ୍ସ’ ଡାଉନ୍‌

ନୂଆଦିଲ୍ଲୀ,୪।୬: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍‌। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି। ଏନେଇ ଡାଉନ୍‌ ଡିଟେକ୍ସର ସୂଚନା ଦେଇଛି। ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆସିବା ଦିନ ଏଭଳି ସ୍ଥିତିକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୧ରେ ଏକ୍ସ ସେବା ଠପ୍‌ ହୋଇଯାଇଥିଲା। The post ଲୋକ ସଭା ନିର୍ବାଚନ ଭୋଟଗଣନା ମଧ୍ୟରେ ‘ଏକ୍ସ’ ଡାଉନ୍‌ appeared first on Dharitri Odia News.

ଲୋକ ସଭା ନିର୍ବାଚନ ଭୋଟଗଣନା ମଧ୍ୟରେ ‘ଏକ୍ସ’ ଡାଉନ୍‌

ନୂଆଦିଲ୍ଲୀ,୪।୬: ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍‌। ଅନେକ ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଖୋଲିପାରୁନାହାନ୍ତି। ଏନେଇ ଡାଉନ୍‌ ଡିଟେକ୍ସର ସୂଚନା ଦେଇଛି। ଖବର ଲେଖାଯିବା ସୁଦ୍ଧା ୩୨୯ଜଣ ଏନେଇ ରିପୋର୍ଟ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ଆସିବା ଦିନ ଏଭଳି ସ୍ଥିତିକୁ ନେଇ ଅନେକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୧ରେ ଏକ୍ସ ସେବା ଠପ୍‌ ହୋଇଯାଇଥିଲା।

The post ଲୋକ ସଭା ନିର୍ବାଚନ ଭୋଟଗଣନା ମଧ୍ୟରେ ‘ଏକ୍ସ’ ଡାଉନ୍‌ appeared first on Dharitri Odia News.