‘ଲୋଭ, ମାୟା , ନିଶା ଭଳି ଖରାପ ଜିନିଷଠାରୁ ଦୂରେଇ ରହିବା ଉଚିତ୍‌’

ଭଞ୍ଜନଗର,୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶବିଦ୍ୟାଳୟ ଶାଖା ପକ୍ଷରୁ ରବିବାର ଗାଲେରୀଠାରେ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଗାଲେରୀ ଶାଖାର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଶାଖା ମୁଖ୍ୟ ପରିଚାଳିକା ସନ୍ତୋସିନୀ ଭଉଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଜୀବନଯାପନ କିଭଳି କରିପାରିବା ସହ ଲୋଭ, ମାୟା ,ନିଶା ଭଳି ଖରାପ ଜିନିଷ ଠାରୁ ଦୂରେଇ ରହିବାକୁ ପଡିବ ବୋଲି […] The post ‘ଲୋଭ, ମାୟା , ନିଶା ଭଳି ଖରାପ ଜିନିଷଠାରୁ ଦୂରେଇ ରହିବା ଉଚିତ୍‌’ appeared first on Dharitri Odia News.

‘ଲୋଭ, ମାୟା , ନିଶା ଭଳି ଖରାପ ଜିନିଷଠାରୁ ଦୂରେଇ ରହିବା ଉଚିତ୍‌’

ଭଞ୍ଜନଗର,୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶବିଦ୍ୟାଳୟ ଶାଖା ପକ୍ଷରୁ ରବିବାର ଗାଲେରୀଠାରେ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଗାଲେରୀ ଶାଖାର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଶାଖା ମୁଖ୍ୟ ପରିଚାଳିକା ସନ୍ତୋସିନୀ ଭଉଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଜୀବନଯାପନ କିଭଳି କରିପାରିବା ସହ ଲୋଭ, ମାୟା ,ନିଶା ଭଳି ଖରାପ ଜିନିଷ ଠାରୁ ଦୂରେଇ ରହିବାକୁ ପଡିବ ବୋଲି କହିଥିଲେ। ଏହି ଅବସରରେ ସଂପୃକ୍ତ ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

The post ‘ଲୋଭ, ମାୟା , ନିଶା ଭଳି ଖରାପ ଜିନିଷଠାରୁ ଦୂରେଇ ରହିବା ଉଚିତ୍‌’ appeared first on Dharitri Odia News.