ଶନିବାର ବସିବ ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ଅନେକ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର ୧୬/୦୩: ଶନିବାର ଅପରାହ୍ଣରେ ଘୋଷଣା ହେବ ସାଧାରଣ ନିର୍ବାଚନ ପାଇଁ ତାରିଖ । ଏହା ପୂର୍ବରୁ ପୂର୍ବାହ୍ଣ ୧୧ଟାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏ ସରକାରର ଶେଷ କ୍ୟାବିନେଟ୍‌ ବୈଠକରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କ୍ୟାବିନେଟ୍‌ର ଏଜେଣ୍ଡା ସଂପର୍କରେ ସ୍ପଷ୍ଟ ସୂଚନା  ଳିନାହିଁ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ବୈଠକ ବସୁଥିବାରୁ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ମାରିବ ବୋଲି ସୂଚନା ମିଳିଛି ।

ଶନିବାର ବସିବ ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ଅନେକ ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ୱର ୧୬/୦୩: ଶନିବାର ଅପରାହ୍ଣରେ ଘୋଷଣା ହେବ ସାଧାରଣ ନିର୍ବାଚନ ପାଇଁ ତାରିଖ । ଏହା ପୂର୍ବରୁ ପୂର୍ବାହ୍ଣ ୧୧ଟାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ ଡକାଯାଇଛି । 


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏ ସରକାରର ଶେଷ କ୍ୟାବିନେଟ୍‌ ବୈଠକରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କ୍ୟାବିନେଟ୍‌ର ଏଜେଣ୍ଡା ସଂପର୍କରେ ସ୍ପଷ୍ଟ ସୂଚନା  ଳିନାହିଁ । ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ବୈଠକ ବସୁଥିବାରୁ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ମାରିବ ବୋଲି ସୂଚନା ମିଳିଛି ।