ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ଦେବେ ନିମନ୍ତ୍ରଣ, ପୁରୀ ଗସ୍ତରେ ଭାଜପା ଦଳ ବିଧାୟକ
ଭୁବନେଶ୍ୱର,୧୧।୬: ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ମଙ୍ଗଳବାର ସଂଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଶପଥ ଗ୍ରହଣ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପାଇଁ ଭାଜପା ଦଳ ବିଧାୟକମାନେ ପୁରୀ ଗସ୍ତ କରିଛନ୍ତି। ସୂଚନାଥାଉ କି, ଜନତା ମଇଦାନରେ ଆସନ୍ତାକାଲି ଅପରାହ୍ଣ ୪ଟା ୪୫ରେ ଶପଥ ଉତ୍ସବ ଅନୁଷ୍ଠିତ ହେବ। The post ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ଦେବେ ନିମନ୍ତ୍ରଣ, ପୁରୀ ଗସ୍ତରେ ଭାଜପା ଦଳ ବିଧାୟକ appeared first on Dharitri Odia News.
ଭୁବନେଶ୍ୱର,୧୧।୬: ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ମଙ୍ଗଳବାର ସଂଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଶପଥ ଗ୍ରହଣ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପାଇଁ ଭାଜପା ଦଳ ବିଧାୟକମାନେ ପୁରୀ ଗସ୍ତ କରିଛନ୍ତି। ସୂଚନାଥାଉ କି, ଜନତା ମଇଦାନରେ ଆସନ୍ତାକାଲି ଅପରାହ୍ଣ ୪ଟା ୪୫ରେ ଶପଥ ଉତ୍ସବ ଅନୁଷ୍ଠିତ ହେବ।
The post ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ଦେବେ ନିମନ୍ତ୍ରଣ, ପୁରୀ ଗସ୍ତରେ ଭାଜପା ଦଳ ବିଧାୟକ appeared first on Dharitri Odia News.