ଶପଥ ସମାରୋହରେ ନବୀନଙ୍କ ସହ ହାତ ମିଳାଇଲେ ମୋଦି, ହସି ହସି କହିଲେ…

ଭୁବନେଶ୍ୱର,୧୨।୬: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ ନେଇଛନ୍ତି। ଶପଥ ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଷ୍ଟେଜ ଉପରେ ହାତ ମିଳାଇ କଥା ହେଉଥିବାର ଦେଖାଯାଇଛି। #WATCH | Bhubaneswar: Prime Minister Narendra Modi speaks with former Odisha CM and […] The post ଶପଥ ସମାରୋହରେ ନବୀନଙ୍କ ସହ ହାତ ମିଳାଇଲେ ମୋଦି, ହସି ହସି କହିଲେ… appeared first on Dharitri Odia News.

ଶପଥ ସମାରୋହରେ ନବୀନଙ୍କ ସହ ହାତ ମିଳାଇଲେ ମୋଦି, ହସି ହସି କହିଲେ…

ଭୁବନେଶ୍ୱର,୧୨।୬: ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ ନେଇଛନ୍ତି। ଶପଥ ସମାରୋହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଷ୍ଟେଜ ଉପରେ ହାତ ମିଳାଇ କଥା ହେଉଥିବାର ଦେଖାଯାଇଛି।

ଶପଥ ଗ୍ରହଣ ସମାରୋହ ପରେ ମୋଦି ଓ ନବୀନ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି। ଏଥିସହ କିଛି ସମୟ ପାଇଁ ଦୁହେଁ ବହୁତ ଖୁସି ମିଜାଜରେ ପରସ୍ପର ସହ କଥା ହୋଇଛନ୍ତି।

The post ଶପଥ ସମାରୋହରେ ନବୀନଙ୍କ ସହ ହାତ ମିଳାଇଲେ ମୋଦି, ହସି ହସି କହିଲେ… appeared first on Dharitri Odia News.