ଶାଳ ଗଛରେ ଝୁଣ୍ଟିଲା ବିଲାତି ବାଇଗଣ ପିକ୍ ଅପ୍! tomato laden pickup crashed , Mayurbhanj.

ଶାଳ ଗଛରେ ଝୁଣ୍ଟିଲା ବିଲାତି ବାଇଗଣ ପିକ୍ ଅପ୍! ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ୫୩ ନମ୍ବର ରାଜ୍ୟ ରାଜପଥର ଚାଇଁଵାଇଶି ପେଟ୍ରୋଲ ପମ୍ପ ନିକଟରେ ଏକ ବିଲାତି ବୋଝେଇ ପିକପ୍ ଏକ ଶାଳ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। tomat