ଶାସକ ଦଳକୁ ଓଲଟ ଫଳ ଦେବ କି ନୂଆ NAC ଘୋଷଣା ଚାଲ୍ ?
ବଲାଙ୍ଗୀରରୁ ବୌଦ୍ଧ, ବାଲେଶ୍ବରରୁ ବୀରମହାରାଜପୁର, ରାଜ୍ୟ ସରକାରଙ୍କ ନୂଆ ଏନଏସି ତାଲିକାରୁ ବାଦ୍ ପଡିବା ପରେ ସବୁଠି କୁହୁଳୁଛି ଅସନ୍ତୋଷ। ପ୍ରତିଶ୍ରୁତି ଦେଇ ସରକାର ପୂରଣ କରିନଥିବାରୁ କେଉଁଠି ପୋଡାଜଳା ହୋଇଛି ତ କେଉଁଠି ବନ୍ଦ ପାଳନ। ଆସନ୍ତାକାଲିଠାରୁ ଆହୁରି ବଡ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ଜିଲ୍ଲାର ଅସନ୍ତୁଷ୍ଟ ଜନତା..