ଶିବସେନା(ୟୁବିଟି) ଘୋଷଣା ପତ୍ରରେ ବଡ଼ ପ୍ରତିଶ୍ରୁତି
ମୁମ୍ବାଇ, ୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଶିବସେନା(ୟୁବିଟି) ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ନିଜ ବାସଭବନ ମତୋଶ୍ରୀରେ ଏହି ଘୋଷଣାପତ୍ର ଉନ୍ମୋଚନ କରିଛନ୍ତି। ତାଙ୍କ ଦଳ ସରକାରକୁ ଆସିଲେ ଧାରାବି ପ୍ରକଳ୍ପକୁ ଉଚ୍ଛେଦ କରିବା ପାଇଁ ତାଙ୍କ ଦଳ ପ୍ରତିଶ୍ରୁତି ବଦ୍ଧ ବୋଲି ଉଦ୍ଧବ କହିଛନ୍ତି। ଧାରବିକୁ ଏକ ନୂତନ ଆର୍ଥିକ କେନ୍ଦ୍ର ରୂପେ ନିର୍ମାଣ ପାଇଁ ସେ ଲକ୍ଷ ରଖିଛନ୍ତି ବୋଲି ଉଦ୍ଧବ କହିଛନ୍ତି। ରାଜ୍ୟରେ […] The post ଶିବସେନା(ୟୁବିଟି) ଘୋଷଣା ପତ୍ରରେ ବଡ଼ ପ୍ରତିଶ୍ରୁତି appeared first on Dharitri Odia News.
ମୁମ୍ବାଇ, ୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଶିବସେନା(ୟୁବିଟି) ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ୟୁବିଟି ଅଧ୍ୟକ୍ଷ ଉଦ୍ଧବ ଠାକରେ ନିଜ ବାସଭବନ ମତୋଶ୍ରୀରେ ଏହି ଘୋଷଣାପତ୍ର ଉନ୍ମୋଚନ କରିଛନ୍ତି।
ତାଙ୍କ ଦଳ ସରକାରକୁ ଆସିଲେ ଧାରାବି ପ୍ରକଳ୍ପକୁ ଉଚ୍ଛେଦ କରିବା ପାଇଁ ତାଙ୍କ ଦଳ ପ୍ରତିଶ୍ରୁତି ବଦ୍ଧ ବୋଲି ଉଦ୍ଧବ କହିଛନ୍ତି। ଧାରବିକୁ ଏକ ନୂତନ ଆର୍ଥିକ କେନ୍ଦ୍ର ରୂପେ ନିର୍ମାଣ ପାଇଁ ସେ ଲକ୍ଷ ରଖିଛନ୍ତି ବୋଲି ଉଦ୍ଧବ କହିଛନ୍ତି। ରାଜ୍ୟରେ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷା ଯୋଗାଇବାକୁ ଶିବସେନା(ୟୁବିଟି) ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
The post ଶିବସେନା(ୟୁବିଟି) ଘୋଷଣା ପତ୍ରରେ ବଡ଼ ପ୍ରତିଶ୍ରୁତି appeared first on Dharitri Odia News.