ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଆଠମଲ୍ଲିକ ୮।୧୦: ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଧଣ୍ଡାତୋପା ରେଞ୍ଜ ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ଏନେଇ ଆଠମଲ୍ଲିକ DFO ସନ୍ତୋଷ କୁମାର କପୁଲା ସୂଚନା ଦେଇଛନ୍ତି ।You Can Read:ବାଣ ଗୋଦାମରେ ପୋଲିସର ରେଡ୍, ୨୦ ଲକ୍ଷ ଟଙ୍କାର ବାଣ ଜବତ 

ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

ଆଠମଲ୍ଲିକ ୮।୧୦: ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଧଣ୍ଡାତୋପା ରେଞ୍ଜ ଶିରୀଶକଟା ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । ଏନେଇ ଆଠମଲ୍ଲିକ DFO ସନ୍ତୋଷ କୁମାର କପୁଲା ସୂଚନା ଦେଇଛନ୍ତି ।

You Can Read:

ବାଣ ଗୋଦାମରେ ପୋଲିସର ରେଡ୍, ୨୦ ଲକ୍ଷ ଟଙ୍କାର ବାଣ ଜବତ