ଶିଲିଂ ଫ୍ୟାନ୍ ଉପରେ ଥିଲା ଅହିରାଜ, ବୁଲିଲା ଫ୍ୟାନ୍: ଦେଖନ୍ତୁ ହୃଦୟଥରା ଭିଡିଓ
ସୋସିଆଲ ମିଡିଆରେ ଅନେକ ସମୟରେ ଭୟଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓ ଲୋକଙ୍କୁ ଭୟଭୀତ କରିଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଅହିରାଜ ଶିଲିଂ ଫ୍ୟାନ୍ ଉପରେ ବସିଛି। ଫଳରେ ଫ୍ୟାନ୍ ଆପଣାଛାଏଁ ହଲୁଛି। ଭୟ ଅଛି କାଳେ ଅହିରାଜ ଗଳିଯିବ। ଏହି ଭୟଙ୍କର ଭିଡିଓ ଇନଷ୍ଟାଗ୍ରାମରେ ୨ ମିଲିୟନ ଥର ଦେଖାଯାଇଛି ଏବଂ […] The post ଶିଲିଂ ଫ୍ୟାନ୍ ଉପରେ ଥିଲା ଅହିରାଜ, ବୁଲିଲା ଫ୍ୟାନ୍: ଦେଖନ୍ତୁ ହୃଦୟଥରା ଭିଡିଓ appeared first on Dharitri Odia News.
ସୋସିଆଲ ମିଡିଆରେ ଅନେକ ସମୟରେ ଭୟଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓ ଲୋକଙ୍କୁ ଭୟଭୀତ କରିଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଅହିରାଜ ଶିଲିଂ ଫ୍ୟାନ୍ ଉପରେ ବସିଛି। ଫଳରେ ଫ୍ୟାନ୍ ଆପଣାଛାଏଁ ହଲୁଛି। ଭୟ ଅଛି କାଳେ ଅହିରାଜ ଗଳିଯିବ। ଏହି ଭୟଙ୍କର ଭିଡିଓ ଇନଷ୍ଟାଗ୍ରାମରେ ୨ ମିଲିୟନ ଥର ଦେଖାଯାଇଛି ଏବଂ ପ୍ରାୟ ୫୫,୦୦୦ ଲାଇକ ପାଇଛି।
The post ଶିଲିଂ ଫ୍ୟାନ୍ ଉପରେ ଥିଲା ଅହିରାଜ, ବୁଲିଲା ଫ୍ୟାନ୍: ଦେଖନ୍ତୁ ହୃଦୟଥରା ଭିଡିଓ appeared first on Dharitri Odia News.