ଶିଶୁ ପର୍ଣ୍ଣଗ୍ରାଫି ଦେଖିବା ଅପରାଧ୍‌: ସୁପ୍ରିମକୋର୍ଟ

ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । କହିଲେ, ଶିଶୁ ପର୍ଣ୍ଣୋଗ୍ରାଫି ଦେଖିବା ଅପରାଧ୍‌ ।

ଶିଶୁ ପର୍ଣ୍ଣଗ୍ରାଫି ଦେଖିବା ଅପରାଧ୍‌: ସୁପ୍ରିମକୋର୍ଟ

ଚାଇଲ୍ଡ ପର୍ଣ୍ଣୋଗ୍ରାଫିକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍‌ଲୋଡ୍‌ କରିବା ଦଣ୍ଡନୀୟ ଅପରାଧ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅଟେ। ଦେଖନ୍ତୁ ପୂରା ରିପୋର୍ଟ।