ଶୀତକାଳୀନ ଅଧିବେଶନର ୩୦ଟି କାର୍ଯ୍ୟଦିବସ,ଡିସେମ୍ବର ୩୧ ଯାଏ ଚାଲିବ

ଭୁବନେଶ୍ବର ୩୦/୧୦: ନଭେମ୍ବର୨୬ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ଦିନରେ ୨୬ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ । ନଭେମ୍ବର ୨୬ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ । ଶୀତକାଳୀନ ଅଧିବେଶନର ୩୦ ଦିନ କାର୍ଯ୍ୟଦିବସ ରହିଛି । 