ଶୁଖାଉଥିଲେ ଲୁଗା: କରେଣ୍ଟ ଲାଗି ଚାଲିଗଲା ମା’, ପୁଅଙ୍କ ଜୀବନ
ତେଲକୋଇ,୧୩।୫: କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କରେଣ୍ଟ ଲାଗି ଶିଶୁ ପୁତ୍ରଙ୍କ ସହ ମା’ଙ୍କ ମୃତ୍ୟୁ ଘଟିଛି। ଲୁଗା ଶୁଖାଉଥିବା ବେଳେ ଏହି ଅଘଟଣ ଘଟିଛି। ଅନ୍ୟପକ୍ଷେ ମା’ପୁଅଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମୃତଦେ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। […] The post ଶୁଖାଉଥିଲେ ଲୁଗା: କରେଣ୍ଟ ଲାଗି ଚାଲିଗଲା ମା’, ପୁଅଙ୍କ ଜୀବନ appeared first on Dharitri Odia News.
ତେଲକୋଇ,୧୩।୫: କେନ୍ଦୁଝର ଜିଲା ନୟାକୋଟ ଥାନା ବାଂଶପାଳ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କରେଣ୍ଟ ଲାଗି ଶିଶୁ ପୁତ୍ରଙ୍କ ସହ ମା’ଙ୍କ ମୃତ୍ୟୁ ଘଟିଛି। ଲୁଗା ଶୁଖାଉଥିବା ବେଳେ ଏହି ଅଘଟଣ ଘଟିଛି। ଅନ୍ୟପକ୍ଷେ ମା’ପୁଅଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୋଲିସ ମୃତଦେ ଜବତ କରି ବ୍ୟବଚ୍ଛଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
The post ଶୁଖାଉଥିଲେ ଲୁଗା: କରେଣ୍ଟ ଲାଗି ଚାଲିଗଲା ମା’, ପୁଅଙ୍କ ଜୀବନ appeared first on Dharitri Odia News.