ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ

ନୂଆଦିଲ୍ଲୀ,୫।୨: ସୋମବାର ଖେଳ ଆରମ୍ଭ ପୂର୍ବରୁ ଯୁବ ଓପନର୍ ଶୁବମନ ଗିଲଙ୍କୁ ନେଇ ବଡ଼ ସୂଚନା ଦେଇଛି ବିସିସିଆଇ। ଦ୍ୱିତୀୟ ଦିନର ଖେଳରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ତୃତୀୟ ଦିନର ଖେଳ ସମୟରେ ସେ ଫିଲ୍ଡିଂ କରିବେ ନାହିଁ। ଏହି ଆଘାତ ଗୁରୁତର ହେବାର ଆଶଙ୍କା ନାହିଁ। କାରଣ ଗିଲ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ନିଜର ତୃତୀୟ ଟେଷ୍ଟ ଶତକ ସ୍କୋର କରିଥିଲେ। ଏହି ସମୟରେ ତାଙ୍କର କୌଣସି ଆଘାତ […] The post ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ appeared first on Dharitri Odia News.

ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ

ନୂଆଦିଲ୍ଲୀ,୫।୨: ସୋମବାର ଖେଳ ଆରମ୍ଭ ପୂର୍ବରୁ ଯୁବ ଓପନର୍ ଶୁବମନ ଗିଲଙ୍କୁ ନେଇ ବଡ଼ ସୂଚନା ଦେଇଛି ବିସିସିଆଇ। ଦ୍ୱିତୀୟ ଦିନର ଖେଳରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ତୃତୀୟ ଦିନର ଖେଳ ସମୟରେ ସେ ଫିଲ୍ଡିଂ କରିବେ ନାହିଁ।

ଏହି ଆଘାତ ଗୁରୁତର ହେବାର ଆଶଙ୍କା ନାହିଁ। କାରଣ ଗିଲ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ନିଜର ତୃତୀୟ ଟେଷ୍ଟ ଶତକ ସ୍କୋର କରିଥିଲେ। ଏହି ସମୟରେ ତାଙ୍କର କୌଣସି ଆଘାତ ବିଷୟରେ ଜଣା ପଡୁ ନଥିଲା। ବହୁତ ସହଜର ସହିତ ସେ ବ୍ୟାଟିଂ କରୁଥିଲେ ଏବଂ ଏକ ଚମତ୍କାର ୧୦୪ ସ୍କୋର କରିଥିଲା। ତେବେ ଫିଲ୍ଡିଂ ସମୟରେ ଗିଲ ଆହତ ହେବା ପରେ ତାଙ୍କ ସ୍ଥାନରେ ସର୍ଫରଜ ଖାନଙ୍କ ପଡିଆକୁ ଆସିଥିଲେ, ଯିଏ ଦ୍ୱିତୀୟ ଟେଷ୍ଟର କିଛି ଦିନ ପୂର୍ବରୁ ପ୍ରଥମଥର ପାଇଁ ଭାରତୀୟ ଦଳକୁ ଡାକରା ପାଇଥିଲେ।

The post ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ appeared first on Dharitri Odia News.