ଶେଷରେ ବଦଳି ଗଲା କଂଗ୍ରେସର ପତ୍ତା! ଆମେଠି ନୁହେଁ ଏହି ଆସନରୁ ଲଢିପାରନ୍ତି ରାହୁଲ
ନୂଆଦିଲ୍ଲୀ,୨।୫: ଗାନ୍ଧୀ ପରିବାରର ଗଡ଼ ହୋଇ ରହିଥିବା ଉତ୍ତର ପ୍ରଦେଶର ଆମେଠି ଏବଂ ରାଏବରେଲି ଆସନ ସମ୍ପର୍କରେ କଂଗ୍ରେସ ଏପର୍ଯ୍ୟନ୍ତ କାର୍ଡ ଖୋଲିନାହିଁ। ଏହି ସମୟରେ, ଏକ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠି ବଦଳରେ ରାଏବରେଲିରୁ ନିର୍ବାଚନ ଲଢିପାରନ୍ତି। ଏଥି ସହିତ କଂଗ୍ରେସ ବିଜେଡି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଆମେଠିରୁ କେ.ଏଲ ଶର୍ମାଙ୍କୁ ପ୍ରାର୍ଥି କରିପାରେ। ଦଳ ଗୁରୁବାର (ମଇ ୨, ୨୦୨୪) ଅପରାହ୍ନରେ ୟୁପିର […] The post ଶେଷରେ ବଦଳି ଗଲା କଂଗ୍ରେସର ପତ୍ତା! ଆମେଠି ନୁହେଁ ଏହି ଆସନରୁ ଲଢିପାରନ୍ତି ରାହୁଲ appeared first on Dharitri Odia News.
ନୂଆଦିଲ୍ଲୀ,୨।୫: ଗାନ୍ଧୀ ପରିବାରର ଗଡ଼ ହୋଇ ରହିଥିବା ଉତ୍ତର ପ୍ରଦେଶର ଆମେଠି ଏବଂ ରାଏବରେଲି ଆସନ ସମ୍ପର୍କରେ କଂଗ୍ରେସ ଏପର୍ଯ୍ୟନ୍ତ କାର୍ଡ ଖୋଲିନାହିଁ। ଏହି ସମୟରେ, ଏକ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠି ବଦଳରେ ରାଏବରେଲିରୁ ନିର୍ବାଚନ ଲଢିପାରନ୍ତି।
ଏଥି ସହିତ କଂଗ୍ରେସ ବିଜେଡି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଆମେଠିରୁ କେ.ଏଲ ଶର୍ମାଙ୍କୁ ପ୍ରାର୍ଥି କରିପାରେ। ଦଳ ଗୁରୁବାର (ମଇ ୨, ୨୦୨୪) ଅପରାହ୍ନରେ ୟୁପିର ଉଭୟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରିବ।
The post ଶେଷରେ ବଦଳି ଗଲା କଂଗ୍ରେସର ପତ୍ତା! ଆମେଠି ନୁହେଁ ଏହି ଆସନରୁ ଲଢିପାରନ୍ତି ରାହୁଲ appeared first on Dharitri Odia News.