ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ

କଣିହାଁ,୨୩ା୭(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଇଏସ୍‌ପି ସାଇଟରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ସାନତ୍ରୀବିଡା ଗ୍ରାମର ଲିପୁନ ଭୂତିଆ (୨୬)ଙ୍କ ପେଟରେ ବାଉଁଶ ପଶିଯିବାରୁ ଗୁରୁତର ହୋଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଲିପୁନଙ୍କୁ ପ୍ରଥମେ ଏନ୍‌ଟିପିସି ପ୍ରକଳ୍ପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। The post ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ appeared first on Dharitri Odia News.

ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ

କଣିହାଁ,୨୩ା୭(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଇଏସ୍‌ପି ସାଇଟରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ସାନତ୍ରୀବିଡା ଗ୍ରାମର ଲିପୁନ ଭୂତିଆ (୨୬)ଙ୍କ ପେଟରେ ବାଉଁଶ ପଶିଯିବାରୁ ଗୁରୁତର ହୋଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଲିପୁନଙ୍କୁ ପ୍ରଥମେ ଏନ୍‌ଟିପିସି ପ୍ରକଳ୍ପ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

The post ଶ୍ରମିକଙ୍କ ପେଟରେ ପଶିଗଲା ବାଉଁଶ: ଲଢ଼ୁଛନ୍ତି ଜୀବନ ମରଣସହ appeared first on Dharitri Odia News.