ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ।
କୋକସରା:୨୩/୦୧ କଳାହାଣ୍ଡି ଜିଲ୍ଲା ଧର୍ମଗଡ ସବଡିଭିଜନ ର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଧିମନ୍ ଚକମା, ଆଇଏଏସ ଯୋଗ ଦେବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ବ୍ୟାଚର ଆଇଏଏସ ଶ୍ରୀ ଧିମନ୍ ଚକମା ଏଥି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଜଣେ ଆଇଏଫଏସ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ।ସୂଚନାଯୋଗ୍ୟ ଯେ, ବେଦ ଭୂଷଣ, ଆଇଏଏସ ବଦଳି ହେବା ପରେ ଦୀର୍ଘ […] The post ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ। appeared first on Odisha.News.

କୋକସରା:୨୩/୦୧ କଳାହାଣ୍ଡି ଜିଲ୍ଲା ଧର୍ମଗଡ ସବଡିଭିଜନ ର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଧିମନ୍ ଚକମା, ଆଇଏଏସ ଯୋଗ ଦେବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ବ୍ୟାଚର ଆଇଏଏସ ଶ୍ରୀ ଧିମନ୍ ଚକମା ଏଥି ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଜଣେ ଆଇଏଫଏସ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ।ସୂଚନାଯୋଗ୍ୟ ଯେ, ବେଦ ଭୂଷଣ, ଆଇଏଏସ ବଦଳି ହେବା ପରେ ଦୀର୍ଘ ଛଅ ମାସ ହେଲା ଧର୍ମଗଡ ଉପଜିଲ୍ଲାପାଳ ପଦବୀ ଖାଲି ପଡିଥିଲା।
The post ଶ୍ରୀ ଧିମନ୍ ଚକମା, ଆଇଏଏସ ଧର୍ମଗଡ ର ନୂତନ ଉପଜିଲ୍ଲାପାଳ। appeared first on Odisha.News.