ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ମୌସୁମୀ ବାୟୁ, ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ସକ୍ରିୟ

ଭୁବନେଶ୍ବର ୮।୬: ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ମୌସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା ସୂଚନା ମିଳିଛି । ମାଲକାନଗିରିରୁ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।You Can Read :ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ମୌସୁମୀ ବାୟୁ, ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ସକ୍ରିୟ

ଭୁବନେଶ୍ବର ୮।୬: ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ମୌସୁମୀ ବାୟୁ ପ୍ରବେଶ କରିଛି । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା ସୂଚନା ମିଳିଛି । ମାଲକାନଗିରିରୁ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।

You Can Read :

ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?