ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି ଦୁର୍ବୃତ୍ତ ଏକ ପାର୍ସଲ ପଠାଇଥିଲେ। ଏଥିରେ ଧମକପୂର୍ଣ୍ଣ ଚିଠି ସହ ତିନୋଟି ଗୁଳି ମଧ୍ୟ ମିଳିଥିଲା। ଏନେଇ ସେ ଦିଲ୍ଲୀର ମଧୁବିହାର ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ମାମଲାର ଯାଞ୍ଚ କରାଯାଉଥିବା ପୋଲିସ କହିଛି। The post ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି ଦୁର୍ବୃତ୍ତ ଏକ ପାର୍ସଲ ପଠାଇଥିଲେ। ଏଥିରେ ଧମକପୂର୍ଣ୍ଣ ଚିଠି ସହ ତିନୋଟି ଗୁଳି ମଧ୍ୟ ମିଳିଥିଲା। ଏନେଇ ସେ ଦିଲ୍ଲୀର ମଧୁବିହାର ଥାନାରେ ଅଭିଯୋଗ କରିଛନ୍ତି। ଏହା ପରେ ମାମଲାର ଯାଞ୍ଚ କରାଯାଉଥିବା ପୋଲିସ କହିଛି।
The post ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ appeared first on Dharitri Odia News.