ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ

ପୁରୀ,୧୮।୨: ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧ ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ଆବେଦନ କରାଯିବ। ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ୧୦୯୫ ଦିନ ବା ୩ ବର୍ଷ ଧାର୍ଯ୍ୟ କରାଯାଇଛି। ଇଡ୍‌କୋ ପକ୍ଷରୁ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ଦିଆଯାଇଛି। The post ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ appeared first on Dharitri Odia News.

ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ

ପୁରୀ,୧୮।୨: ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧ ତାରିଖରୁ ଅନ୍‌ଲାଇନ୍‌ରେ ଟେଣ୍ଡର ଆବେଦନ କରାଯିବ। ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ୧୦୯୫ ଦିନ ବା ୩ ବର୍ଷ ଧାର୍ଯ୍ୟ କରାଯାଇଛି। ଇଡ୍‌କୋ ପକ୍ଷରୁ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ଦିଆଯାଇଛି।

The post ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ appeared first on Dharitri Odia News.