ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହୋଇଛି ଅଙ୍କୁରାରୋପଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଆଚାର୍ଯ୍ୟ ବରଣ ଅବସରରେ ଗଜପତି ମହାରାଜ କହିଛନ୍ତି... The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହୋଇଛି ଅଙ୍କୁରାରୋପଣ appeared first on .

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହୋଇଛି ଅଙ୍କୁରାରୋପଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ। ଆରମ୍ଭ ହୋଇଛି ଅଙ୍କୁରାରୋପଣ। ଆଚାର୍ଯ୍ୟ ବରଣ ଅବସରରେ ଗଜପତି ମହାରାଜ କହିଛନ୍ତି ଯେ, ୭ ଶହ ବର୍ଷ ପରେ ଶ୍ରୀମନ୍ଦିରର ରୂପାନ୍ତରଣ ସମ୍ଭବ ହୋଇଛି। ପରିକ୍ରମା ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ ଲାଗି ସବୁସ୍ତରରେ ପଦକ୍ଷେପ ନିଆଯାଇଛି।

୧୭ ତାରିଖ ପୌଷ ଶୁକ୍ଳ ପକ୍ଷ ଶୁଭଦିନରେ ହବ ପୂର୍ଣ୍ଣାହୁତି। ୧୫,୧୬, ୧୭ରେ ହୋମଯଜ୍ଞ ହେବ। ଯଜ୍ଞଶାଳାରେ ୪୮ ବ୍ରାହ୍ମଣ ବରଣ ହେବେ। ଚାରି ଦ୍ବାରରେ ବେଦପାଠ ହେବ। ୬୦ ପଣ୍ଡିତ ଚାରି ବେଦ ପାଠ କରିବେ। ବିଶ୍ରାମ ଲାଗି ମଧ୍ୟ ବ୍ୟବସ୍ଥା ରହିଥିବା ବେଳେ ବାହାରେ ଭକ୍ତଙ୍କ ଲାଗି ସୁବିଧା କରାଯାଇଛି। ଅଘଟଣ ଘଟିଲେ କୌଣସି ସ୍ଥାନରେ ପହଞ୍ଚିବା ଲାଗି ଅଗ୍ନିଶମ ବାହିନୀ ଲାଗି କଷ୍ଟ ହେବ ନାହିଁ। ପୂର୍ବାପେକ୍ଷା ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି। ଆଗରୁ ସେମାନଙ୍କ ଲାଗି ଅସୁବିଧା ଥିଲା ମାତ୍ର ବର୍ତ୍ତମାନ ଦୂର ହୋଇଛି।

 

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ; ଆରମ୍ଭ ହୋଇଛି ଅଙ୍କୁରାରୋପଣ appeared first on .