ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ଲୋକାର୍ପଣ କାର୍ଯ୍ୟରେ ଜନଗହଳି ଓ ରାଜସ୍ବ ଖର୍ଚ୍ଚ ଅନାବଶ୍ୟକ ଦର୍ଶାଇ ହାଇକୋର୍ଟରେ ହୋଇଥିଲା ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହୋଇଥିଲା ଜନସ୍ବାର୍ଥ ମାମଲା । ଲୋକାର୍ପଣ କାର୍ଯ୍ୟ ଶେଷ ହୋଇଥିବାରୁ ଏହି ମାମଲାର ଆଉ ସ୍ଥିତି ନାହିଁ ବୋଲି ଦର୍ଶାଇଲେ ହାଇକୋର୍ଟ । ଆବେଦନକାରୀ ତାଙ୍କ ମାମଲା ପ୍ରତ୍ୟାହାର କରିବା ପାଇଁ ଅନୁମତି ଦେଲେ ହାଇକୋର୍ଟ। The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ appeared first on Prameya News7.

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

High Court

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ଲୋକାର୍ପଣ କାର୍ଯ୍ୟରେ ଜନଗହଳି ଓ ରାଜସ୍ବ ଖର୍ଚ୍ଚ ଅନାବଶ୍ୟକ ଦର୍ଶାଇ ହାଇକୋର୍ଟରେ ହୋଇଥିଲା ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏନେଇ ହୋଇଥିଲା ଜନସ୍ବାର୍ଥ ମାମଲା । ଲୋକାର୍ପଣ କାର୍ଯ୍ୟ ଶେଷ ହୋଇଥିବାରୁ ଏହି ମାମଲାର ଆଉ ସ୍ଥିତି ନାହିଁ ବୋଲି ଦର୍ଶାଇଲେ ହାଇକୋର୍ଟ । ଆବେଦନକାରୀ ତାଙ୍କ ମାମଲା ପ୍ରତ୍ୟାହାର କରିବା ପାଇଁ ଅନୁମତି ଦେଲେ ହାଇକୋର୍ଟ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ appeared first on Prameya News7.