ଶ୍ରୀମନ୍ଦିର ସୁରକ୍ଷାକୁ ନୂଆ ବଳ

ଶ୍ରୀମନ୍ଦିର ସୁରକ୍ଷାରେ ଆଗେ ରକ୍ଷକ ଭେଇକିଲ୍ ମୁତୟନ ହେଲା ତ ଏବେ ଲାଗିବ ଆଣ୍ଟିଡ୍ରୋନ୍ ଟେକ୍ନୋଲୋଜି । ପୋଲିସ ବିଭାଗ ସହ ଏନେଇ ଆଲୋଚନା ବି କରିଛି ଆଇନ୍ ବିଭାଗ ।

ଶ୍ରୀମନ୍ଦିର ସୁରକ୍ଷାକୁ ନୂଆ ବଳ
Array