ଶ୍ରୀମନ୍ଦିର ସେବାୟତଙ୍କ ନିକଟରେ ପହଞ୍ଚିଲା ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ ପତ୍ର

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ନିକଟରେ ପହଞ୍ଚିଲା ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ ପତ୍ର । ସିଂହାରି ସେବାୟତ ଜଗନ୍ନାଥ କରଙ୍କ ନିକଟକୁ ଆଜି ପହଞ୍ଚିଛି ନିମନ୍ତ୍ରଣ ପତ୍ର । ୧୨ ତାରିଖରେ ବିବାହ । ଏନେଇ ନିମନ୍ତ୍ରଣ ହୋଇଛି । କାର୍ଡକୁ ମନ୍ଦିର ଷ୍ଟାଇଲରେ ନିର୍ମାଣ କରାଯାଇଛି । ଚାନ୍ଦିରେ ତିଆରି ହୋଇଥିବା ଏହି କାର୍ଡକୁ ଭଗବାନଙ୍କ ମୂର୍ତ୍ତିରେ ସଜା ଯାଇଛି । ସୁନାରେ ନିର୍ମିତ ହୋଇଛି ଭବବାନ ରାମ, ଗଣେଷ, ମାତା ଦୁର୍ଗା ଏବଂ ରାଧା-କୃଷ୍ଣଙ୍କ […] The post ଶ୍ରୀମନ୍ଦିର ସେବାୟତଙ୍କ ନିକଟରେ ପହଞ୍ଚିଲା ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ ପତ୍ର appeared first on KNews Odisha.

ଶ୍ରୀମନ୍ଦିର ସେବାୟତଙ୍କ ନିକଟରେ ପହଞ୍ଚିଲା ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ ପତ୍ର
ambani card

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ନିକଟରେ ପହଞ୍ଚିଲା ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ ପତ୍ର । ସିଂହାରି ସେବାୟତ ଜଗନ୍ନାଥ କରଙ୍କ ନିକଟକୁ ଆଜି ପହଞ୍ଚିଛି ନିମନ୍ତ୍ରଣ ପତ୍ର । ୧୨ ତାରିଖରେ ବିବାହ । ଏନେଇ ନିମନ୍ତ୍ରଣ ହୋଇଛି । କାର୍ଡକୁ ମନ୍ଦିର ଷ୍ଟାଇଲରେ ନିର୍ମାଣ କରାଯାଇଛି । ଚାନ୍ଦିରେ ତିଆରି ହୋଇଥିବା ଏହି କାର୍ଡକୁ ଭଗବାନଙ୍କ ମୂର୍ତ୍ତିରେ ସଜା ଯାଇଛି । ସୁନାରେ ନିର୍ମିତ ହୋଇଛି ଭବବାନ ରାମ, ଗଣେଷ, ମାତା ଦୁର୍ଗା ଏବଂ ରାଧା-କୃଷ୍ଣଙ୍କ ମୂତ୍ତି ।

The post ଶ୍ରୀମନ୍ଦିର ସେବାୟତଙ୍କ ନିକଟରେ ପହଞ୍ଚିଲା ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ ପତ୍ର appeared first on KNews Odisha.