ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ପୁରୀ,୧୨।୧୦: ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା। ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନାନୁଯାୟୀ, ଶ୍ରୀମନ୍ଦିରରେ ଜଣେ କର୍ମଚାରୀଙ୍କ ହାତ ଚାପି ହୋଇଯାଇଥିଲା। ଫଳରେ ରକ୍ତସ୍ରାବ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। The post ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ appeared first on Dharitri Odia News.
ପୁରୀ,୧୨।୧୦: ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା। ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି।
ସୂଚନାନୁଯାୟୀ, ଶ୍ରୀମନ୍ଦିରରେ ଜଣେ କର୍ମଚାରୀଙ୍କ ହାତ ଚାପି ହୋଇଯାଇଥିଲା। ଫଳରେ ରକ୍ତସ୍ରାବ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି।
The post ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ appeared first on Dharitri Odia News.