LIC Premium Payment via WhatsApp: ଏବେ ହ୍ବାଟସଆପରେ ଦେଇପାରିବେ LIC ପ୍ରିମିୟମ

ନିବେଶକଙ୍କ ସୁବିଧା ପାଇଁ LIC ହ୍ବାଟ୍ସଆପ ନମ୍ବର ୮୯୭୬୮୬୨୦୯୦ ଜାରି କରିଛି । ଏହି ନମ୍ବରରେ ଆପଣ ଏକ ମେସେଜ୍‌ ପଠାଇ ୟୁପିଆଇ ମାଧ୍ୟମରେ ପ୍ରିମିୟମ ଦେଇପାରିବେ । ତେବେ କିଭଳି ଦେବେ ଟଙ୍କା ? ଜାଣନ୍ତୁ...

LIC Premium Payment via WhatsApp: ଏବେ ହ୍ବାଟସଆପରେ ଦେଇପାରିବେ LIC  ପ୍ରିମିୟମ
Array