ଶ୍ରୀମନ୍ଦିରରେ ବିଜେଡିର ବରିଷ୍ଠ ନେତା, ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା

ପୁରୀ ୨୧।୩: ଶ୍ରୀମନ୍ଦିରରେ ବିଜୁ ଜନତା ଦଳର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସମସ୍ତ ନେତା । ଆଗାମୀ ନିର୍ବାଚନରେ ଦଳ ସଂସଦୀୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କିଭଳି କରିବ ସେନେଇ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସହ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମେତ ପୁରୀର ନବାଗତ ଯୁବନେତା ସୁନୀଲ ମହାନ୍ତି ଏବଂ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ପ୍ରମୁଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ।You Can Read:ଲଗାଣ ବର୍ଷା ଯୋଗୁଁ ଉଜୁଡିଗଲା ଏକର ଏକର ମୁଗ ଫସଲ, ଚିନ୍ତାରେ ଚାଷୀ 

ଶ୍ରୀମନ୍ଦିରରେ ବିଜେଡିର ବରିଷ୍ଠ ନେତା, ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା

ପୁରୀ ୨୧।୩: ଶ୍ରୀମନ୍ଦିରରେ ବିଜୁ ଜନତା ଦଳର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ସମସ୍ତ ନେତା । ଆଗାମୀ ନିର୍ବାଚନରେ ଦଳ ସଂସଦୀୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କିଭଳି କରିବ ସେନେଇ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା । 

ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସହ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମେତ ପୁରୀର ନବାଗତ ଯୁବନେତା ସୁନୀଲ ମହାନ୍ତି ଏବଂ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ପ୍ରମୁଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ।

You Can Read:

ଲଗାଣ ବର୍ଷା ଯୋଗୁଁ ଉଜୁଡିଗଲା ଏକର ଏକର ମୁଗ ଫସଲ, ଚିନ୍ତାରେ ଚାଷୀ