ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ

ପୁରୀ ୦୭।୦୩ : ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ । ବୁଧବାର ଦିନ ଅପରାହ୍ନରେ ସମୟରେ ବଡ଼ଦେଉଳରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ମହାସ୍ନାନ ପରେ ପୁଣି ଥରେ ସୁରୁଖୁରରେ ଚାଲିଥିଲା ମହାପ୍ରଭୁଙ୍କ ନୀତିକାନ୍ତି । wp:embed {"url":"https://www.prameyanews7.com/pankodhar-ekadashi-in-puri-lokanath/","type":"wp-embed","providerNameSlug":"prameya-news-7"} https://www.prameyanews7.com/pankodhar-ekadashi-in-puri-lokanath/ /wp:embed ଖବର ଅନୁଯାୟୀ, ବୁଧବାର ଦିନ ଅପରାହ୍ନ ସମୟରେ ଭିତରକାଠ ନିକଟରେ ଖଙ୍କାର ପଡିଥିବାର ଦେଖିବାକୁ ମିଳିଥିଲା । ଦ୍ୱୀତିୟ ଭୋଗମଣ୍ଡପ ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । ଏହି ସମୟରେ ଖଙ୍କାର ଦେଖି ସେବାୟତଙ୍କୁ ଜଣାଇଥିଲେ। ଏହାପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ସଂଧ୍ୟା ପ୍ରାୟ ୬ଟାରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା । ଆଉ ସଂଧ୍ୟା ୭ଟା ପୂର୍ବରୁ ଠାକୁରଙ୍କ ମହାସ୍ନାନ ପୂଜା ଶେଷ ହୋଇ ପୁଣି ଥରେ ଆଗେଇଥିଲା ନୀତିକାନ୍ତି । wp:embed {"url":"https://www.prameyanews7.com/india-to-become-upper-middle-income-economy-by-2031/","type":"wp-embed","providerNameSlug":"prameya-news-7"} https://www.p

ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ, ବନ୍ଦ ରହିଲା ସାଧାରଣ ଦର୍ଶନ

ପୁରୀ ୦୭।୦୩ : ଶ୍ରୀମନ୍ଦିରରେ ହେଲା ବଡ଼ମହାସ୍ନାନ । ବୁଧବାର ଦିନ ଅପରାହ୍ନରେ ସମୟରେ ବଡ଼ଦେଉଳରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ମହାସ୍ନାନ ପରେ ପୁଣି ଥରେ ସୁରୁଖୁରରେ ଚାଲିଥିଲା ମହାପ୍ରଭୁଙ୍କ ନୀତିକାନ୍ତି ।

wp:embed {"url":"https://www.prameyanews7.com/pankodhar-ekadashi-in-puri-lokanath/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pankodhar-ekadashi-in-puri-lokanath/
/wp:embed

ଖବର ଅନୁଯାୟୀ, ବୁଧବାର ଦିନ ଅପରାହ୍ନ ସମୟରେ ଭିତରକାଠ ନିକଟରେ ଖଙ୍କାର ପଡିଥିବାର ଦେଖିବାକୁ ମିଳିଥିଲା । ଦ୍ୱୀତିୟ ଭୋଗମଣ୍ଡପ ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । ଏହି ସମୟରେ ଖଙ୍କାର ଦେଖି ସେବାୟତଙ୍କୁ ଜଣାଇଥିଲେ। ଏହାପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେବା ପାଇଁ ନିଷ୍ପତ୍ତି ହୋଇଥିଲା । ସଂଧ୍ୟା ପ୍ରାୟ ୬ଟାରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା । ଆଉ ସଂଧ୍ୟା ୭ଟା ପୂର୍ବରୁ ଠାକୁରଙ୍କ ମହାସ୍ନାନ ପୂଜା ଶେଷ ହୋଇ ପୁଣି ଥରେ ଆଗେଇଥିଲା ନୀତିକାନ୍ତି । wp:embed {"url":"https://www.prameyanews7.com/india-to-become-upper-middle-income-economy-by-2031/","type":"wp-embed","providerNameSlug":"prameya-news-7"}

https://www.prameyanews7.com/india-to-become-upper-middle-income-economy-by-2031/
/wp:embed