ଶ୍ରେଷ୍ଠ ଶିକ୍ଷକ ଭାବେ ଦ୍ବିତୀ ଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ

ରାୟଗଡା : ରାୟଗଡା ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ, ଗବେଷକ ତଥା ଆଦର୍ଶ ଶିକ୍ଷକ ଦ୍ବୀତି ଚନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡ଼ିଶାରୁ ଏହି ସମ୍ମାନରେ ସମ୍ମାନୀତ ହେବା ପାଇଁ ୨ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ରାୟଗଡା ଅନୂସୂଚିତ ଜନଜାତି ବିଭାଗରର ବିଲେଶୁ ହାଇସ୍କୁଲର ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ତାଙ୍କୁ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଷ୍ଟ୍ରପତି […] The post ଶ୍ରେଷ୍ଠ ଶିକ୍ଷକ ଭାବେ ଦ୍ବିତୀ ଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ appeared first on KNews Odisha.

ଶ୍ରେଷ୍ଠ ଶିକ୍ଷକ ଭାବେ ଦ୍ବିତୀ ଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ
rayagada teacher

ରାୟଗଡା : ରାୟଗଡା ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ, ଗବେଷକ ତଥା ଆଦର୍ଶ ଶିକ୍ଷକ ଦ୍ବୀତି ଚନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡ଼ିଶାରୁ ଏହି ସମ୍ମାନରେ ସମ୍ମାନୀତ ହେବା ପାଇଁ ୨ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି । ରାୟଗଡା ଅନୂସୂଚିତ ଜନଜାତି ବିଭାଗରର ବିଲେଶୁ ହାଇସ୍କୁଲର ଶିକ୍ଷକ ଦ୍ବିତି ଚନ୍ଦ୍ର ସାହୁ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ତାଙ୍କୁ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ସମ୍ମାନୀତ କରିବେ ।

The post ଶ୍ରେଷ୍ଠ ଶିକ୍ଷକ ଭାବେ ଦ୍ବିତୀ ଚନ୍ଦ୍ର ସାହୁ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ appeared first on KNews Odisha.