ସଂଧ୍ୟା ପୂର୍ବରୁ ଖୋଲିବନି ପେଟ୍ରୋଲ ପମ୍ପ, ଓଡ଼ିଶାରେ ୧୨ ଘଣ୍ଟା ସବୁ ବନ୍ଦ
୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆସୋସିଏସନ୍ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ଭିନ୍ନମତ ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସଂପାଦକ ସଂଜୟ ଲାଠ୍ ।