ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ
ଭୁବନେଶ୍ୱର,୧୩ା୫: ସୋମବାର ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତେବେ ସକାଳ ୯ଟା ସୁଦ୍ଧା ମୋଟ୍ ୯.୨୫ ପ୍ରତିଶତ ମତଦାନ ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଗଜପତିରେ ୧୦.୨୦ ପ୍ରତିଶତ ମତଦାନ ହୋଇଥିବା ବେଳେ ନୂଆପଡ଼ାରେ ୯.୯୮%, ମୋହନା ୯.୫୦%, ପାରଳାଖେମୁଣ୍ଡି ୧୧%, ଦିଗପହଣ୍ଡି ୮%, ଗୋପାଳପୁର ୮%, କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫ %, ନବରଙ୍ଗପୁର ୮.୯୭%, ଭବାନୀପାଟଣା ୬.୨୬% ଏବଂ କଳାହାଣ୍ଡିରେ ୯.୦୬% ମତଦାନ ହୋଇଛି। The post ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ appeared first on Dharitri Odia News.
ଭୁବନେଶ୍ୱର,୧୩ା୫: ସୋମବାର ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ତେବେ ସକାଳ ୯ଟା ସୁଦ୍ଧା ମୋଟ୍ ୯.୨୫ ପ୍ରତିଶତ ମତଦାନ
ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଗଜପତିରେ ୧୦.୨୦ ପ୍ରତିଶତ ମତଦାନ ହୋଇଥିବା ବେଳେ ନୂଆପଡ଼ାରେ ୯.୯୮%, ମୋହନା ୯.୫୦%, ପାରଳାଖେମୁଣ୍ଡି ୧୧%, ଦିଗପହଣ୍ଡି ୮%, ଗୋପାଳପୁର ୮%, କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫ %,
ନବରଙ୍ଗପୁର ୮.୯୭%, ଭବାନୀପାଟଣା ୬.୨୬% ଏବଂ କଳାହାଣ୍ଡିରେ ୯.୦୬% ମତଦାନ ହୋଇଛି।
The post ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ appeared first on Dharitri Odia News.